ପୁରୁଷ ହକି: ସ୍ପେନ୍‌କୁ ୩-୦ରେ ହରାଇଲା ଭାରତ

ଟୋକିଓ: ଅଲିମ୍ପିକ୍ସ ଅଭିଯାନରେ ଭାରତୀୟ ହକି ଦଳ ପୁଣି ଥରେ ଆତ୍ମବିଶ୍ବାସ ଫେରି ପାଇଛି। ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୟୁ‌ରୋପୀୟ ରାଷ୍ଟ୍ର ସ୍ପେନ୍‌କୁ ମଙ୍ଗଳବାର ଏକତରଫା ଭାବେ ୩-୦ ଗୋଲ୍‌ରେ ପରାସ୍ତ କରି ବିଜୟ ଧାରାକୁ ଫେରିଛି ଟିମ୍ ଇଣ୍ଡିଆ। ତା’ ସହ ଦଳର ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ଆଶା ବହୁ ଗୁଣରେ ବଢ଼ିଛି। ଭାରତୀୟ ଦଳର ଏକତରଫା ବିଜୟ ପରେ ଘରୋଇ ହକିପ୍ରେମୀଙ୍କ ମୁହଁକୁ ବି ପୁଣି … Continue reading ପୁରୁଷ ହକି: ସ୍ପେନ୍‌କୁ ୩-୦ରେ ହରାଇଲା ଭାରତ